ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ୍ଧ   ବିଶେଷ୍ୟ

ଅର୍ଥ : ଶରୀରସ୍ଥ ଉପରି ଭାଗ ଯେଉଁଠୁ ହସ୍ତ ବାହାରିଥାଏ

ଉଦାହରଣ : ସେ କାନ୍ଧର ମାପ ନେଉଛି

ସମକକ୍ଷ : ସ୍କନ୍ଧ

तने का वह ऊपरी भाग जिसमें से डालियाँ निकलती हैं।

वह स्कंध की मोटाई नाप रहा है।
कांड, काण्ड, स्कंध, स्कन्ध

ଅର୍ଥ : ଶରୀରର ସେହିଭାଗ ଯାହା ବେକ ଓ ବାହୁର ମଝିରେ ଥାଏ

ଉଦାହରଣ : ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ନିଜ ଦୁଇ କାନ୍ଧ ଉପରେ ବସେଇ ସୁଗ୍ରୀବଙ୍କ ପାଖକୁ ନେଇଗଲେ

ସମକକ୍ଷ : ସ୍କନ୍ଧ

शरीर का वह भाग जो गले और बाहुमूल के बीच में होता है।

हनुमान राम और लक्ष्मण को अपने दोनों कंधों पर बिठाकर सुग्रीव के पास ले गये।
अंश, अंस, कंधा, काँधा, मुड्ढा, मोढ़ा, स्कंध, स्कन्ध

The part of the body between the neck and the upper arm.

shoulder