ଅର୍ଥ : ଯେଉଁ ପୁରୁଷ ବିବାହିତ ନୁହେଁ
ଉଦାହରଣ :
ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
ସମକକ୍ଷ : ଅବିବାହିତ, ଅବିବାହିତ ପୁରୁଷ, ବାଡ଼ୁଅ
ଅର୍ଥ : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
ଉଦାହରଣ :
ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
ସମକକ୍ଷ : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, ଷଡ଼ାନନ, ସ୍କନ୍ଧ