ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
ଉଦାହରଣ : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
ସମକକ୍ଷ : ଉପାସକ, ଦାସ, ପୂଜାରୀ, ଭକ୍ତ
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
ଅର୍ଥ : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
ଉଦାହରଣ : ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
ସମକକ୍ଷ : ପୂଜକ, ପୂଜାରୀ
वह जो मंदिर में देवता आदि की पूजा करने के लिए नियुक्त हो।
A person who performs religious duties and ceremonies in a non-Christian religion.
ଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
ଉଦାହରଣ : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
ସମକକ୍ଷ : ଆଶ୍ରିତ, ଗୁଲାମ, ଦାସ
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
ଅର୍ଥ : ବେତନ ନେଇ ସେବା କରୁଥିବା ଲୋକ
ଉଦାହରଣ : ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
ସମକକ୍ଷ : ଚାକର, ଦାସ, ନଉକର, ପରିଚାରକ, ଭୃତ୍ୟ
वह जो वेतन आदि लेकर सेवा करता हो।
A person working in the service of another (especially in the household).
ଅର୍ଥ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
ଉଦାହରଣ : ସେ ହନୁମାନ ଭକ୍ତ
ସମକକ୍ଷ : ଉପାସକ, ପୂଜାରୀ, ଭକ୍ତ
वह जो ईश्वर या देवता आदि की भक्ति करता है।
One bound by vows to a religion or life of worship or service.
ଅର୍ଥ : କାହାର ବା କୌଣସି ପ୍ରକାରର ସେବା କରୁଥିବାଲୋକ
ଉଦାହରଣ : ଉତ୍କଳମଣି ଗୋପବନ୍ଧୁ ସମଜସେବୀ ଥିଲେ
ସମକକ୍ଷ : ସେବୀ
किसी की या किसी प्रकार की सेवा करनेवाला।
ସଂସ୍ଥାପନ କରନ୍ତୁ