ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରିତ   ବିଶେଷ୍ୟ

ଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି

ଉଦାହରଣ : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା

ସମକକ୍ଷ : ଗୁଲାମ, ଦାସ, ସେବକ

अपनी सेवा कराने के लिये मूल्य देकर खरीदा हुआ व्यक्ति।

पुराने समय में गुलामों की खरीद-बिक्री होती थी।
आश्रित, ग़ुलाम, गुलाम, दास, दासेर

A person who is owned by someone.

slave

ଆଶ୍ରିତ   ବିଶେଷଣ

ଅର୍ଥ : ଅନ୍ୟର ସାହାରା ବା ଆଶ୍ରୟରେ ଠିଆ ହୋଇଥିବା ବା ଟେକି ହୋଇଥାଏ

ଉଦାହରଣ : ନିର୍ଭରଶୀଳ ଗଛ ଅନ୍ୟ ଗଛ ଉପରେ ଆଶ୍ରିତ ହୋଇଥାନ୍ତି

ସମକକ୍ଷ : ଅବଲମ୍ବିତ, ଅବଲମ୍ବୀ, ଆଧାରିତ, ନିର୍ଭରଶୀଳ

किसी के आधार, सहारे या आश्रय पर ठहरा या टिका हुआ।

परजीवी पौधे दूसरे पौधों पर आश्रित होते हैं।
अवलंबित, अवलंबी, अवलम्बित, अवलम्बी, अवष्टबध, आधारित, आधारी, आधृत, आलंबित, आलम्बित, आश्रित, निघ्न, निर्भर, मनहसर, मुनहसर, हैतुक

Contingent on something else.

dependant, dependent, qualified

ଅର୍ଥ : ଯେ ଅନ୍ୟ ଉପରେ ଆଶ୍ରିତ

ଉଦାହରଣ : ପ୍ରରାଶ୍ରିତ ଜୀବନ ବିତାଇବା ଉଚିତ୍‌ ନୁହେଁ

ସମକକ୍ଷ : ଅବଲମ୍ବିତ, ପରାବଲମ୍ବୀ, ପରାଶ୍ରିତ, ପରାଶ୍ରୟୀ

जो दूसरों पर अवलंबित हो।

परावलंबी जीवन नहीं बिताना चाहिए।
अनुजीवी, आश्रित, परावलंबित, परावलंबी, परावलम्बित, परावलम्बी, पराश्रयी, पराश्रित