ଅର୍ଥ : ଦେବତାଙ୍କୁ ପୂଜା କରୁଥିବା ବ୍ରାହ୍ମଣ
ଉଦାହରଣ :
ପୂଜାରୀଙ୍କ କହିବା ପରେ ସମସ୍ତେ ଅଗ୍ନିରେ ଆହୁତି ଦେଲେ
ଅର୍ଥ : ଯେ ମୂର୍ତ୍ତି ବା ପ୍ରତିମା ପୂଜା କରନ୍ତି
ଉଦାହରଣ :
ମୂର୍ତ୍ତିପୂଜକଙ୍କ ମନ ଶାନ୍ତ ରହିବ, ଏହା ଜରୁରୀ ନୁହେଁ
ସମକକ୍ଷ : ମୂର୍ତ୍ତିପୂଜକ