ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଲାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଲାମ   ବିଶେଷ୍ୟ

ଅର୍ଥ : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ

ଉଦାହରଣ : ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା

ସମକକ୍ଷ : ଗୋଲାମ

ताश का एक पत्ता जो हर रंग में एक-एक होता है।

अंत में उसने तुरुप के गुलाम से चाल के एक्के को काटा।
ग़ुलाम, गुलाम

One of four face cards in a deck bearing a picture of a young prince.

jack, knave

ଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି

ଉଦାହରଣ : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା

ସମକକ୍ଷ : ଆଶ୍ରିତ, ଦାସ, ସେବକ

अपनी सेवा कराने के लिये मूल्य देकर खरीदा हुआ व्यक्ति।

पुराने समय में गुलामों की खरीद-बिक्री होती थी।
आश्रित, ग़ुलाम, गुलाम, दास, दासेर

A person who is owned by someone.

slave