ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷୁଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷୁଦ୍ର   ବିଶେଷଣ

ଅର୍ଥ : ବହୁତ ଛୋଟ, ପତଳା

ଉଦାହରଣ : ଆମିବା ପ୍ରୋଟୋଜୋଆ ସମୁଦାୟର ଏକ ସୂକ୍ଷ୍ମ ଜୀବ ଏହି ଦାନାର କଣ କ୍ଷୁଦ୍ର

ସମକକ୍ଷ : ସୂକ୍ଷ୍ମ

बहुत छोटा, पतला।

अमीबा प्रोटोज़ोआ समुदाय का एक सूक्ष्म जीव है।
इस रवा के कण बारीक हैं।
अस्थूल, क्षुद्र, बारीक, बारीक़, लतीफ़, सूक्ष्म

ଅର୍ଥ : ଯାହା ବିଶାଳ ବା ଉଦାର ନୁହେଁ

ଉଦାହରଣ : ଜାତି, ଧର୍ମଆଦିର ଭେଦଭାବ ସଙ୍କୁଚିତ ମାନସିକତାରୁ ହିଁ ସୃଷ୍ଟି ହୁଏ

ସମକକ୍ଷ : ଅନୁଦାର, ସଙ୍କୁଚିତ

जो विशाल या उदार न हो।

जाति, धर्म आदि का भेदभाव संकुचित मानसिकता का द्योतक है।
अनुदार, संकीर्ण, संकुचित

Narrow-minded about cherished opinions.

illiberal, intolerant