ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଞ୍ଚେଇ ରଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଞ୍ଚେଇ ରଖିବା   କ୍ରିୟାପଦ

ଅର୍ଥ : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା

ଉଦାହରଣ : ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି

ସମକକ୍ଷ : ଜୀବିତ ରଖିବା, ବଜାୟ ରଖିବା, ରକ୍ଷାକରିବା, ସଜୀବ ରଖିବା, ସୁରକ୍ଷିତ ରଖିବା

* नष्ट या अंत या भंग होने से बचाना या सुरक्षित रखना।

घर की शांति को बनाए रखिए।
कुछ आदिवासी जातियाँ आज भी पुरानी परम्पराओं को बनाए रखी हैं।
चलाना, जिंदा रखना, जिन्दा रखना, जीवित रखना, बनाए रखना, बरकरार रखना, बरक़रार रखना