ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମଗ୍ରନ୍ଥରେ ବର୍ଣ୍ଣିତ ସେହି ତରଳ ପଦାର୍ଥ ଯାହା ପିଇଲେ ଜୀବ ଅମର ହୋଇଯାଏ
ଉଦାହରଣ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତକୁ ନେଇ ଦେବତା ଓ ଅସୁର ନିଜ ମଧ୍ୟରେ ଲଢ଼େଇ କଲେ
ସମକକ୍ଷ : ଅମୀୟ, ଅମୃତ, ପୀୟୂଷ
धर्मग्रंथों में वर्णित वह तरल पदार्थ जिसे पीने से जीव अमर हो जाता है।
(classical mythology) the food and drink of the gods. Mortals who ate it became immortal.
ଅର୍ଥ : ପିଲାଙ୍କ ହଜମପାଇଁ ପିଇବାକୁ ଦିଆଯାଉଥିବା ଔଷଧ
ଉଦାହରଣ : ପିଲାଙ୍କୁ ନାନା ପ୍ରକାରର ସୁଧା ପିଇବାକୁ ଦିଆଯାଇଥାଏ
ସମକକ୍ଷ : ଔଷଧ, ବୁଟି
बच्चों को पाचन के लिए पिलाई जाने वाली दवा।
ସଂସ୍ଥାପନ କରନ୍ତୁ