ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଔଷଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଔଷଧ   ବିଶେଷ୍ୟ

ଅର୍ଥ : ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସାକରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର

ଉଦାହରଣ : ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ

ସମକକ୍ଷ : ଓଷଦ, ଓଷୁଅ, ଭେଷଜ, ମେଡିସିନ୍‌

रोगी को स्वस्थ करने अथवा रोग का इलाज या उसकी रोकथाम करने के लिए विधिपूर्वक बनाया हुआ पदार्थ।

नियमित औषध लेने से ही बीमारी ठीक होती है।
अगद, औषध, औषधि, जैत्र, जैवातृक, जोग, दरमन, दरमान, दवा, दवा-दारू, दवाई, दारू, पशुपति, भेषज, भैषज, भैषज्य, मेडिसिन, योग, वीरुध, वीरुधा

(medicine) something that treats or prevents or alleviates the symptoms of disease.

medicament, medication, medicinal drug, medicine

ଅର୍ଥ : ପିଲାଙ୍କ ହଜମପାଇଁ ପିଇବାକୁ ଦିଆଯାଉଥିବା ଔଷଧ

ଉଦାହରଣ : ପିଲାଙ୍କୁ ନାନା ପ୍ରକାରର ସୁଧା ପିଇବାକୁ ଦିଆଯାଇଥାଏ

ସମକକ୍ଷ : ବୁଟି, ସୁଧା

बच्चों को पाचन के लिए पिलाई जाने वाली दवा।

बच्चों को कई तरह की घुट्टियाँ पिलाईं जाती हैं।
घुट्टी, घूँटी