ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୃତ   ବିଶେଷ୍ୟ

ଅର୍ଥ : ଧର୍ମଗ୍ରନ୍ଥରେ ବର୍ଣ୍ଣିତ ସେହି ତରଳ ପଦାର୍ଥ ଯାହା ପିଇଲେ ଜୀବ ଅମର ହୋଇଯାଏ

ଉଦାହରଣ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତକୁ ନେଇ ଦେବତା ଓ ଅସୁର ନିଜ ମଧ୍ୟରେ ଲଢ଼େଇ କଲେ

ସମକକ୍ଷ : ଅମୀୟ, ପୀୟୂଷ, ସୁଧା

धर्मग्रंथों में वर्णित वह तरल पदार्थ जिसे पीने से जीव अमर हो जाता है।

समुद्र मंथन के समय निकले अमृत को लेकर देव और असुर आपस में लड़ने लगे।
अमिय, अमी, अमृत, अमृतक, इम्रित, कीलाल, त्रिदशाहार, पीयूष, पेयूष, भक्तजा, मधु, रेत्र, श्रीबंधु, श्रीबन्धु, समुद्र नवनीतक, सुधा, हिरण्य

(classical mythology) the food and drink of the gods. Mortals who ate it became immortal.

ambrosia, nectar

ଅର୍ଥ : ଖାଇବା ନିମନ୍ତେ ମିଠା ଓ ସ୍ୱାଦିଷ୍ଟ ଜିନିଷ

ଉଦାହରଣ : ବାଃ!ପ୍ରସାଦ ରୂପରେ ଅମୃତ, ଦିଅ ଦିଅ ଆଉ କିଛି ଦିଅ

खाने के लिए मीठी और स्वादिष्ट वस्तु।

वाह! प्रसाद के रूप में अमृत, दो दो थोड़ा और दो।
अमृत

ଅର୍ଥ : ହିମାଳୟ ଅଞ୍ଚଳରେ ହେଉଥିବା ଏକ ଗଛ

ଉଦାହରଣ : ଅତୀସ ଗଛରୁ ଔଷଧ ତିଆରି ହୁଏ

ସମକକ୍ଷ : ଅତୀସ, ଅରୁଣା, ଶ୍ୱେତକନ୍ଦା

हिमालय के अंचल में होने वाला एक पौधा।

अतीस औषध के काम आता है।
अतिविषा, अतीस, अमृता, अरुणा, अविषा, आर्द्रा, विषा, शुक्लकंद, शुक्लकन्द, श्वेतकंदा, श्वेतकन्दा, श्वेता