ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଟି   ବିଶେଷ୍ୟ

ଅର୍ଥ : ଔଷଧ ରୂପରେ ଯେଉଁ ବନସ୍ପତିର ବ୍ୟବହାର ହୁଏ

ଉଦାହରଣ : ଆୟୁର୍ବେଦାଚାର୍ଯ୍ୟ ବୁଟିକୁ ଚେର ସହିତ ଗୋଳାଇ ଦେଲେ

वह वनस्पति जिसका उपयोग औषध के रूप में होता है।

आयुर्वेदाचार्य ने बूटी को जड़ सहित उखाड़ लिया।
बूटी

ଅର୍ଥ : ପିଲାଙ୍କ ହଜମପାଇଁ ପିଇବାକୁ ଦିଆଯାଉଥିବା ଔଷଧ

ଉଦାହରଣ : ପିଲାଙ୍କୁ ନାନା ପ୍ରକାରର ସୁଧା ପିଇବାକୁ ଦିଆଯାଇଥାଏ

ସମକକ୍ଷ : ଔଷଧ, ସୁଧା

बच्चों को पाचन के लिए पिलाई जाने वाली दवा।

बच्चों को कई तरह की घुट्टियाँ पिलाईं जाती हैं।
घुट्टी, घूँटी