ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର
ଉଦାହରଣ : ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ
ସମକକ୍ଷ : ଆଧୁନିକ, ଏବେର, ସମ ସାମୟିକ, ସାମ୍ପ୍ରତିକ, ହାଲ
जो वर्तमान काल से संबंधित हो या वर्तमान काल का।
Belonging to the present time.
ସଂସ୍ଥାପନ କରନ୍ତୁ