ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବନ୍ଧ   ବିଶେଷ୍ୟ

ଅର୍ଥ : ଦୁଇଟି ବସ୍ତୁ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ପ୍ରଦାନ କରିବା ତତ୍ତ୍ୱ

ଉଦାହରଣ : ଏକା ସାଙ୍ଗରେ ରହିଲେ ପଶୁ ସହିତ ମଧ୍ୟ ସମ୍ପର୍କ ହୋଇଯାଏ

ସମକକ୍ଷ : ସଂପର୍କ, ସବଂଧ, ସମ୍ପର୍କ

दो वस्तुओं में किसी प्रकार का संपर्क बतलाने वाला तत्व।

उस अचार को खाने तथा बुरा सपना देखने के बीच कोई संबंध अवश्य था।
अनुबंध, अनुबंधन, अनुबन्ध, अनुबन्धन, अनुषंग, अवलेप, आश्लेष, आसंग, आसङ्ग, जोग, योग, लगाव, लगावन, संबंध, संसक्ति, सम्बन्ध

A feeling of affection for a person or an institution.

attachment, fond regard

ଅର୍ଥ : ବିବାହ ବା ସେ ସଂପର୍କରେ ନିଷ୍ପତ୍ତି

ଉଦାହରଣ : ମଙ୍ଗଳା ନିମନ୍ତେ ବିଳାସପୁରର ସମ୍ବନ୍ଧ ପକ୍କା ହୋଇଯାଇଛି

विवाह अथवा उसका निश्चय।

मंगला के लिए बिलासपुर में संबंध पक्का हो गया है।
रिश्ता, संबंध, सम्बन्ध

ଅର୍ଥ : କୌଣସି ପ୍ରକାରର ସଂପର୍କ

ଉଦାହରଣ : ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ

ସମକକ୍ଷ : ନେଣଦେଣ, ସଂପର୍କ

A state of connectedness between people (especially an emotional connection).

He didn't want his wife to know of the relationship.
relationship

ଅର୍ଥ : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ

ଉଦାହରଣ : ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?

ସମକକ୍ଷ : ସମ୍ପର୍କ

मनुष्यों का वह पारस्परिक संबंध जो एक ही कुल में जन्म लेने अथवा विवाह आदि करने से होता है।

मधुरिमा से आपका क्या नाता है?
नाता, रिश्ता, संबंध, सम्बन्ध

ଅର୍ଥ : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ

ଉଦାହରଣ : ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ

ସମକକ୍ଷ : ସମ୍ପର୍କ

एक साथ बँधने, जुड़ने या मिलने आदि की क्रिया, अवस्था या भाव।

बाढ़ के कारण गाँव का संबंध अन्य स्थानों से टूट गया है।
प्रेम-भाव से आपसी संबंधों में प्रगाढ़ता आती है।
अन्वय, तार, संपर्क, संबंध, सम्पर्क, सम्बन्ध

The state of being connected.

The connection between church and state is inescapable.
connectedness, connection, link

ଅର୍ଥ : ସଂଗତ ହେବା ଅବସ୍ଥା ବା ଭାବ

ଉଦାହରଣ : ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା

ସମକକ୍ଷ : ଉପଯୁକ୍ତତା, ଯୌକ୍ତିକତା, ସଂଗତତା, ସଙ୍ଗତତା, ସାମଞ୍ଜସ୍ୟତା

संगत होने की अवस्था या भाव।

परिस्थितियों की संगतता के कारण वह जीवन में सफल होता चला गया।
संगतता

Logical coherence and accordance with the facts.

A rambling argument that lacked any consistency.
consistency