ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ପର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ପର୍କ   ବିଶେଷ୍ୟ

ଅର୍ଥ : ନିଜକୁ ବିଶିଷ୍ଟ ସହାୟତା ପ୍ରଦାନ କରିବାର ସ୍ଥିତିରେ ଥିବା ବ୍ୟକ୍ତି

ଉଦାହରଣ : ସେ ରାଜ୍ୟପାଳଙ୍କ ସହିତ ମିଶିବା ଲାଗି ନିଜର ବ୍ୟବସାୟିକ ସମ୍ପର୍କକୁ ଉପଯୋଗ କଲେ

ସମକକ୍ଷ : ସଂପର୍କ

वह व्यक्ति जो आपको विशिष्ट सहयता प्रदान करने की स्थिति में हो।

उन्होंने राज्यपाल से मिलने के लिए अपने व्यापारिक संपर्कों का उपयोग किया।
संपर्क, सम्पर्क

(usually plural) a person who is influential and to whom you are connected in some way (as by family or friendship).

He has powerful connections.
connection

ଅର୍ଥ : ଦୁଇଟି ବସ୍ତୁ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ପ୍ରଦାନ କରିବା ତତ୍ତ୍ୱ

ଉଦାହରଣ : ଏକା ସାଙ୍ଗରେ ରହିଲେ ପଶୁ ସହିତ ମଧ୍ୟ ସମ୍ପର୍କ ହୋଇଯାଏ

ସମକକ୍ଷ : ସଂପର୍କ, ସବଂଧ, ସମ୍ବନ୍ଧ

दो वस्तुओं में किसी प्रकार का संपर्क बतलाने वाला तत्व।

उस अचार को खाने तथा बुरा सपना देखने के बीच कोई संबंध अवश्य था।
अनुबंध, अनुबंधन, अनुबन्ध, अनुबन्धन, अनुषंग, अवलेप, आश्लेष, आसंग, आसङ्ग, जोग, योग, लगाव, लगावन, संबंध, संसक्ति, सम्बन्ध

A feeling of affection for a person or an institution.

attachment, fond regard

ଅର୍ଥ : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ

ଉଦାହରଣ : ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?

ସମକକ୍ଷ : ସମ୍ବନ୍ଧ

मनुष्यों का वह पारस्परिक संबंध जो एक ही कुल में जन्म लेने अथवा विवाह आदि करने से होता है।

मधुरिमा से आपका क्या नाता है?
नाता, रिश्ता, संबंध, सम्बन्ध

ଅର୍ଥ : ସମୂହଙ୍କ ମଧ୍ୟରେ ସଂପ୍ରେଷଣର ମାଧ୍ୟମ

ଉଦାହରଣ : ପୁଲିସ୍ ଅପରାଧୀର ସମ୍ପର୍କୀୟଙ୍କ ଠିକଣା ଖୋଜୁଛି

ସମକକ୍ଷ : ସଂପର୍କ

समूहों के बीच संप्रेषण का माध्यम।

पुलिस अपराधी के संपर्कों का पता लगा रही है।
संपर्क, सम्पर्क

A channel for communication between groups.

He provided a liaison with the guerrillas.
contact, inter-group communication, liaison, link

ଅର୍ଥ : ବନ୍ଧୁ ହେବା ଅବସ୍ଥା

ଉଦାହରଣ : ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ

ସମକକ୍ଷ : ଆତ୍ମୀୟତା, ବନ୍ଧୁତା, ମିତ୍ରତା

रिश्तेदार होने की अवस्था।

रिश्तेदारी दोनों तरफ़ से ही निभती है।
आपसदारी, नातेदारी, रिश्तेदारी

(anthropology) relatedness or connection by blood or marriage or adoption.

family relationship, kinship, relationship

ଅର୍ଥ : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ

ଉଦାହରଣ : ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ

ସମକକ୍ଷ : ସମ୍ବନ୍ଧ

एक साथ बँधने, जुड़ने या मिलने आदि की क्रिया, अवस्था या भाव।

बाढ़ के कारण गाँव का संबंध अन्य स्थानों से टूट गया है।
प्रेम-भाव से आपसी संबंधों में प्रगाढ़ता आती है।
अन्वय, तार, संपर्क, संबंध, सम्पर्क, सम्बन्ध

The state of being connected.

The connection between church and state is inescapable.
connectedness, connection, link

ଅର୍ଥ : କଥାବାର୍ତ୍ତାଦ୍ୱାରା ଆଦାନ ପ୍ରଦାନର ପ୍ରକ୍ରିୟା

ଉଦାହରଣ : ମୁଁ କେବେଠାରୁ ଆପଣଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଥିଲି

ସମକକ୍ଷ : ଯୋଗାଯୋଗ

बातचीत का आदान-प्रदान।

मैं कई दिनों से आपसे संपर्क करना चाहता था।
संपर्क, सम्पर्क

A communicative interaction.

The pilot made contact with the base.
He got in touch with his colleagues.
contact, touch