ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପର୍କ   ବିଶେଷ୍ୟ

ଅର୍ଥ : ନିଜକୁ ବିଶିଷ୍ଟ ସହାୟତା ପ୍ରଦାନ କରିବାର ସ୍ଥିତିରେ ଥିବା ବ୍ୟକ୍ତି

ଉଦାହରଣ : ସେ ରାଜ୍ୟପାଳଙ୍କ ସହିତ ମିଶିବା ଲାଗି ନିଜର ବ୍ୟବସାୟିକ ସମ୍ପର୍କକୁ ଉପଯୋଗ କଲେ

ସମକକ୍ଷ : ସମ୍ପର୍କ

वह व्यक्ति जो आपको विशिष्ट सहयता प्रदान करने की स्थिति में हो।

उन्होंने राज्यपाल से मिलने के लिए अपने व्यापारिक संपर्कों का उपयोग किया।
संपर्क, सम्पर्क

(usually plural) a person who is influential and to whom you are connected in some way (as by family or friendship).

He has powerful connections.
connection

ଅର୍ଥ : ଦୁଇଟି ବସ୍ତୁ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ପ୍ରଦାନ କରିବା ତତ୍ତ୍ୱ

ଉଦାହରଣ : ଏକା ସାଙ୍ଗରେ ରହିଲେ ପଶୁ ସହିତ ମଧ୍ୟ ସମ୍ପର୍କ ହୋଇଯାଏ

ସମକକ୍ଷ : ସବଂଧ, ସମ୍ପର୍କ, ସମ୍ବନ୍ଧ

दो वस्तुओं में किसी प्रकार का संपर्क बतलाने वाला तत्व।

उस अचार को खाने तथा बुरा सपना देखने के बीच कोई संबंध अवश्य था।
अनुबंध, अनुबंधन, अनुबन्ध, अनुबन्धन, अनुषंग, अवलेप, आश्लेष, आसंग, आसङ्ग, जोग, योग, लगाव, लगावन, संबंध, संसक्ति, सम्बन्ध

A feeling of affection for a person or an institution.

attachment, fond regard

ଅର୍ଥ : କୌଣସି ପ୍ରକାରର ସଂପର୍କ

ଉଦାହରଣ : ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ

ସମକକ୍ଷ : ନେଣଦେଣ, ସମ୍ବନ୍ଧ

A state of connectedness between people (especially an emotional connection).

He didn't want his wife to know of the relationship.
relationship

ଅର୍ଥ : ସମୂହଙ୍କ ମଧ୍ୟରେ ସଂପ୍ରେଷଣର ମାଧ୍ୟମ

ଉଦାହରଣ : ପୁଲିସ୍ ଅପରାଧୀର ସମ୍ପର୍କୀୟଙ୍କ ଠିକଣା ଖୋଜୁଛି

ସମକକ୍ଷ : ସମ୍ପର୍କ

समूहों के बीच संप्रेषण का माध्यम।

पुलिस अपराधी के संपर्कों का पता लगा रही है।
संपर्क, सम्पर्क

A channel for communication between groups.

He provided a liaison with the guerrillas.
contact, inter-group communication, liaison, link