ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
ଉଦାହରଣ : ମିତ୍ରତାରେ ସ୍ୱାର୍ଥର ସ୍ଥାନ ରହିବା ଅନୁଚିତ ହନୁମାନ ରାମ ଓ ସୁଗ୍ରୀବଙ୍କ ଭିତରେ ମିତ୍ରତା କରାଇଲେ
ସମକକ୍ଷ : ଦୋସ୍ତି, ବନ୍ଧୁତା, ସଖାପଣ
दोस्तों या मित्रों में होने वाला पारस्परिक संबंध।
ଅର୍ଥ : ବନ୍ଧୁ ହେବା ଅବସ୍ଥା
ଉଦାହରଣ : ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ
ସମକକ୍ଷ : ଆତ୍ମୀୟତା, ବନ୍ଧୁତା, ସମ୍ପର୍କ
रिश्तेदार होने की अवस्था।
(anthropology) relatedness or connection by blood or marriage or adoption.
ସଂସ୍ଥାପନ କରନ୍ତୁ