ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ଉଦାହରଣ : ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ସମକକ୍ଷ : ଖଣି, ଭଣ୍ଡାର, ସାଗର
किसी विषय के ज्ञान या गुण आदि का बहुत बड़ा आगार।
An abundant source.
ଅର୍ଥ : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
ଉଦାହରଣ : ସମୁଦ୍ର ରତ୍ନର ଖଣି ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
ସମକକ୍ଷ : ଜଳଧି, ପୟୋଧି, ପୟୋନିଧି, ରତ୍ନାକର, ସାଗର, ସିନ୍ଧୁ
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
A division of an ocean or a large body of salt water partially enclosed by land.
ଅର୍ଥ : ଯାହାର ମାତ୍ରା, ଆୟତନ ଆଦି ଅନନ୍ତ
ଉଦାହରଣ : ସେ ଦୟାର ସାଗର ବୋଲି ଲୋକମାନେ ଜାଣନ୍ତି
ସମକକ୍ଷ : ସାଗର
* जिसकी मात्रा, आयतन आदि अनन्त हो।
Anything apparently limitless in quantity or volume.
ସଂସ୍ଥାପନ କରନ୍ତୁ