ଅର୍ଥ : ପଞ୍ଜାବର ପଶ୍ଚିମ ଅଂଶରେ ଥିବା ଏକ ନଦୀ
ଉଦାହରଣ :
ସିନ୍ଧୁ ନଦୀ ପଞ୍ଜାବ ନିମନ୍ତେ ଏକ ବରଦାନ ବୋଲି ପ୍ରମାଣିତ ହୋଇଛି
ସମକକ୍ଷ : ସିଂଧୁ, ସିଂଧୁ ନଦୀ, ସିନ୍ଧୁ ନଦୀ
ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
ଉଦାହରଣ :
ସଙ୍ଗୀତଜ୍ଞ ସିନ୍ଧୁ ରାଗ ଗାଉଛନ୍ତି
ସମକକ୍ଷ : ସିଂଧୁ, ସିଂଧୁ ରାଗ, ସିନ୍ଧୁ ରାଗ