ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରତ୍ନଖଣି ବା ଯେଉଁ ସ୍ଥାନରୁ ରତ୍ନ ବାହାରେ
ଉଦାହରଣ : ଏହି କ୍ଷେତ୍ରର ଉତ୍ତର ଭାଗରେ ରତ୍ନଖଣି ରହିଛି
ସମକକ୍ଷ : ରତ୍ନଖଣି
रत्नों की खान या वह स्थान जहाँ से रत्न निकलते है।
ଅର୍ଥ : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
ଉଦାହରଣ : ସମୁଦ୍ର ରତ୍ନର ଖଣି ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
ସମକକ୍ଷ : ଜଳଧି, ପୟୋଧି, ପୟୋନିଧି, ସମୁଦ୍ର, ସାଗର, ସିନ୍ଧୁ
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
A division of an ocean or a large body of salt water partially enclosed by land.
ସଂସ୍ଥାପନ କରନ୍ତୁ