ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଣ୍ଡାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଣ୍ଡାର   ବିଶେଷ୍ୟ

ଅର୍ଥ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ

ଉଦାହରଣ : ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି

ସମକକ୍ଷ : କୋଷ

उत्कृष्ट या बहुमूल्य वस्तुओं का संग्रह।

उसके पास पुराने गहनों, सिक्कों आदि का खजाना है।
कोश, कोष, खजाना, ख़ज़ाना, ख़जाना, भंडार, भण्डार

A collection of precious things.

The trunk held all her meager treasures.
treasure

ଅର୍ଥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର

ଉଦାହରଣ : ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ

ସମକକ୍ଷ : ଖଣି, ସମୁଦ୍ର, ସାଗର

किसी विषय के ज्ञान या गुण आदि का बहुत बड़ा आगार।

संत कबीर ज्ञान के भंडार थे।
खान, भंडार, भण्डार, समुद्र, सागर

An abundant source.

She was a well of information.
fountainhead, well, wellspring

ଅର୍ଥ : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ

ଉଦାହରଣ : ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ

ସମକକ୍ଷ : କୋଷ, କୋଷାଗାର

वह स्थान जहाँ कोश या बहुत-सा धन रहता हो।

डकैतों ने कोशागार में रखा सारा धन लूट लिया।
अमानतख़ाना, अमानतखाना, अवाकर, आकर, आगार, कोश, कोशागार, कोष, कोषागार, खजाना, ख़ज़ाना, ख़जाना, भंडार, भण्डार, मुद्रा कोष

A storehouse for treasures.

treasure house

ଅର୍ଥ : ମାତ୍ରାଧିକ କୌଣସି ବସ୍ତୁଥିବା ସେହିସ୍ଥାନ

ଉଦାହରଣ : ଆମେ ଖଣିଜ ସମ୍ପଦକୁ ସୁରକ୍ଷିତ କରି ରଖିବା ଉଚିତ

ସମକକ୍ଷ : ଭଂଡାର, ସଂପଦ, ସମ୍ପଦ

वह जगह जहाँ कोई वस्तु अधिक मात्रा में हो।

हमें खनिजों के भंडारों को सुरक्षित रखना चाहिए।
भंडार, भण्डार