ଅର୍ଥ : ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର ବସ୍ତୁ
ଉଦାହରଣ :
ନିଆଁ ଲାଗିବା କାରଣରୁ ସଂଗ୍ରହାଳୟରେ କିଛି ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ ଜଳିଗଲା
ସମକକ୍ଷ : ସଂକଳନ
ଅର୍ଥ : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
ଉଦାହରଣ :
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
ସମକକ୍ଷ : ସଙ୍କଳନ