ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କଳନ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦିର ସଂଗ୍ରହ

ଉଦାହରଣ : ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି

ସମକକ୍ଷ : ସଂଗ୍ରହ

किसी वस्तु आदि का जमाव या एक साथ एकत्रित वस्तुएँ जो एक इकाई के रूप में हों।

उनके पास पुस्तकों का अच्छा संकलन है।
संकलन, संग्रह, संहृति

Several things grouped together or considered as a whole.

accumulation, aggregation, assemblage, collection

ଅର୍ଥ : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ

ଉଦାହରଣ : କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ

ସମକକ୍ଷ : ସଂଗ୍ରହ

वह पुस्तक जिसमें साहित्य आदि की एक ही विधा से संबंधित अनेक विषय एकत्रित किए गए हों।

कल्पलता हज़ारी प्रसाद द्विवेद्वी का निबंध संकलन है।
संकलन, संग्रह

A publication containing a variety of works.

collection, compendium