ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକଳନ   ବିଶେଷ୍ୟ

ଅର୍ଥ : ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର ବସ୍ତୁ

ଉଦାହରଣ : ନିଆଁ ଲାଗିବା କାରଣରୁ ସଂଗ୍ରହାଳୟରେ କିଛି ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ ଜଳିଗଲା

ସମକକ୍ଷ : ସଂଗ୍ରହ

एक साथ एकत्रित वस्तुएँ जो एक इकाई के रूप में हों।

संग्रहालय में आग लगने से कुछ महत्त्वपूर्ण संग्रह जल गये।
संकलन, संग्रह, संहिता, संहृति

A collection of things that have been combined. An assemblage of separate parts or qualities.

combination

ଅର୍ଥ : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ

ଉଦାହରଣ : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି

ସମକକ୍ଷ : ଆକଳନ, ଏକତ୍ର, ଏକାଠି, ସଂଗ୍ରହ

कोई चीज़ एकत्र या इकट्ठा करके रखने की क्रिया या भाव।

कपिल को ऐतिहासिक चीज़ों के संग्रह में रुचि है।
अवचय, आकलन, उच्चय, संकलन, संग्रह, संचय, संभार, संहृति, समाहार, सम्भार

The act of gathering something together.

aggregation, assembling, collecting, collection