ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
ଉଦାହରଣ : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ସମକକ୍ଷ : ଏକତ୍ର, ଏକାଠି, ସଂକଳନ, ସଂଗ୍ରହ
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
ଅର୍ଥ : କୌଣସି ଆଧାର ଉପରେ ଅନୁମାନ ଲଗେଇବା କାର୍ଯ୍ୟ
ଉଦାହରଣ : ଏହି ପରିସଂଖ୍ୟାନକୁ ପୁଣିଥରେ ଆକଳନ କରିବାକୁ ହେବ
ସମକକ୍ଷ : ଅନୁମାନ
किसी आधार पर अनुमान लगाने का कार्य।
A judgment of the qualities of something or somebody.
ଅର୍ଥ : କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା
ଉଦାହରଣ : ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
ସମକକ୍ଷ : ଅନୁସନ୍ଧାନ, ଅନ୍ୱେଷଣ, ଯାଞ୍ଚ
किसी घटना या विषय के मूल कारणों या रहस्यों का पता लगाने की क्रिया।
The work of inquiring into something thoroughly and systematically.
ଅର୍ଥ : ଗଣନା କରିବା କାମ
ଉଦାହରଣ : ସେ ପିଲାଦିନରୁ ବି ଆକଳନ କାମରେ ନିପୁଣ
ସମକକ୍ଷ : ଗଣନା କାମ
बहुत सी चीजों का एक दो तीन करते हुए गिनने की क्रिया या भाव।