ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକେତ   ବିଶେଷ୍ୟ

ଅର୍ଥ : ଯୁଦ୍ଧ ଆଦିରେ ମିତ୍ରଙ୍କ ଠାରୁ ମିଳୁଥିବା ସହାୟତା

ଉଦାହରଣ : ସହାୟତା କୌଣସି ଲକ୍ଷଣର ଅଭାବରୁ ରାଜା ପରାସ୍ତ ହେଲେ

ସମକକ୍ଷ : ପୂର୍ବାଭାସ, ବନ୍ଧୁବଳ, ଲକ୍ଷଣ

युद्ध आदि में मित्रों से मिलने वाली सहायता।

आसार के अभाव में राजा की हार हुई।
आसार

ଅର୍ଥ : କୌଣସି କାମ ଆରମ୍ଭ କରିବା ବା ନ କରିବା, ହେଉଅଛି ବା ହେଉନାହିଁ, କିମ୍ବା କୌଣସି ଅବସ୍ଥାରେ ପହଞ୍ଚିଚି ଏହାର ସୂଚକ

ଉଦାହରଣ : ମଟର ଗାଡ଼ି ଚଲେଇବା ସମୟରେ ସିଗ୍‌ନାଲ ଉପରେ ଧ୍ୟାନ ଦେବା ଦରକାର‌

ସମକକ୍ଷ : ସିଗ୍‌ନାଲ

कोई कार्य प्रारंभ करें, ना करें या हो रहा है या नहीं या किस अवस्था में पहुँचा है, इसका सूचक।

गाड़ी चलाते समय सिगनल का ध्यान रखना चाहिए।
संकेत, सङ्केत, सिगनल, सिग्नल

ଅର୍ଥ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା

ଉଦାହରଣ : ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ

ସମକକ୍ଷ : ଅଙ୍ଗଭଙ୍ଗୀ, ଇଙ୍ଗିତ, ଠାର

मन का भाव प्रकट करने वाली कोई शारीरिक चेष्टा।

बहरों को इशारे से बात समझानी पड़ती है।
अंग मुद्रा, अङ्ग मुद्रा, इंग, इंगन, इंगित, इङ्ग, इङ्गन, इङ्गित, इशारा, मुद्रा, संकेत, सङ्केत, सान

A deliberate and vigorous gesture or motion.

gesticulation

ଅର୍ଥ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି

ଉଦାହରଣ : ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ

ସମକକ୍ଷ : ପ୍ରତିରୂପ, ପ୍ରତୀକ

वह जो किसी समष्टि के प्रतिनिधि के रूप में और उसकी सब बातों का सूचक या प्रतिनिधि हो।

हर राष्ट्र, राज्य या संस्था का अपना विशेष प्रतीक होता है।
निशान, पहचान, पहिचान, प्रतिरूप, प्रतीक

Special design or visual object representing a quality, type, group, etc..

emblem