ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଗ୍‌ନାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଗ୍‌ନାଲ   ବିଶେଷ୍ୟ

ଅର୍ଥ : କୌଣସି କାମ ଆରମ୍ଭ କରିବା ବା ନ କରିବା, ହେଉଅଛି ବା ହେଉନାହିଁ, କିମ୍ବା କୌଣସି ଅବସ୍ଥାରେ ପହଞ୍ଚିଚି ଏହାର ସୂଚକ

ଉଦାହରଣ : ମଟର ଗାଡ଼ି ଚଲେଇବା ସମୟରେ ସିଗ୍‌ନାଲ ଉପରେ ଧ୍ୟାନ ଦେବା ଦରକାର‌

ସମକକ୍ଷ : ସଂକେତ

कोई कार्य प्रारंभ करें, ना करें या हो रहा है या नहीं या किस अवस्था में पहुँचा है, इसका सूचक।

गाड़ी चलाते समय सिगनल का ध्यान रखना चाहिए।
संकेत, सङ्केत, सिगनल, सिग्नल