ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠାର   ବିଶେଷ୍ୟ

ଅର୍ଥ : ସଂକେତ କରିବାର କ୍ରିୟା

ଉଦାହରଣ : ତା ଇଙ୍ଗିତପ୍ରତି ମୁଁ ଧ୍ୟାନ ଦେଲିନାହିଁ ଏବଂ ନିଜ କାମ କରିବାରେ ଲାଗିଲି

ସମକକ୍ଷ : ଇଙ୍ଗିତ

संकेत करने की क्रिया।

उसके संकेतन पर मैंने ध्यान नहीं दिया और अपना काम करता रहा।
इंगन, इङ्गन, संकेतन

Motion of hands or body to emphasize or help to express a thought or feeling.

gesture

ଅର୍ଥ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା

ଉଦାହରଣ : ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ

ସମକକ୍ଷ : ଅଙ୍ଗଭଙ୍ଗୀ, ଇଙ୍ଗିତ, ସଂକେତ

मन का भाव प्रकट करने वाली कोई शारीरिक चेष्टा।

बहरों को इशारे से बात समझानी पड़ती है।
अंग मुद्रा, अङ्ग मुद्रा, इंग, इंगन, इंगित, इङ्ग, इङ्गन, इङ्गित, इशारा, मुद्रा, संकेत, सङ्केत, सान

A deliberate and vigorous gesture or motion.

gesticulation