ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଳ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଳ୍କ   ବିଶେଷ୍ୟ

ଅର୍ଥ : ଏହି ଧନ ଯାହା କୌଣସି କାମ ବଦଳରେ ଦିଆ ବା ନିଆ ଯାଏ

ଉଦାହରଣ : ଶୁଳ୍କ ଜମା ନ କରିବା କାରଣରୁ ମନୋହରର ନାମ ସ୍କୁଲରୁ କଟିଗଲା

ସମକକ୍ଷ : ଫିସ

वह धन जो किसी काम के बदले में लिया या दिया जाय।

शुल्क न जमा करने के कारण मनोहर का नाम स्कूल से कट गया।
फी, फीस, शुल्क

A fixed charge for a privilege or for professional services.

fee

ଅର୍ଥ : ମୁସଲମାନ ଧର୍ମଶାସ୍ତ୍ର ଅନୁସାରେ ଯେଉଁ ଧନ ବିଧର୍ମୀ ବା କାଫିରଙ୍କ ଠାରୁ ନଗଦ ଟଙ୍କା ଲାଭପାଇଁ ନିଆଯାଏ

ଉଦାହରଣ : ସେ ଶୁଳ୍କ ଦେବା ବନ୍ଦ କରିଦେଇଛି

मुसलमानी धर्म-शास्त्रानुसार वह धन जो विधर्मी या काफिर से नकद रुपए के मुनाफे के तौर पर लिया जाता है।

उसने वसीका देना बंद कर दिया।
वसीक़ा, वसीका

ଅର୍ଥ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ

ଉଦାହରଣ : ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?

ସମକକ୍ଷ : ପରିବହନ ଭଡ଼ା, ଭଡା, ଯାତ୍ରା

किसी सवारी पर चढ़ने के लिए दिया जाने वाला कुछ निश्चित धन।

यहाँ से दिल्ली का किराया कितना है?
किराया, परिवहन भाड़ा, भाड़ा, यात्रा भाड़ा, यात्रा शुल्क

The sum charged for riding in a public conveyance.

fare, transportation