ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଡା   ବିଶେଷ୍ୟ

ଅର୍ଥ : ଯେଉଁ ଯାତ୍ରୀ ବା ମାଲ କୌଣସି ବାହନରେ କେଉଁଠାକୁ ଯାଆନ୍ତି ଓ ଯାହାଙ୍କପାଇଁ ଭଡ଼ା ଦେବାକୁ ପଡ଼େ

ଉଦାହରଣ : ସବୁ ଟ୍ୟାକ୍ସିବାଲା ଭଡ଼ା ନେଇ ଯାଇଛନ୍ତି ବଡ଼ ବଜାରରେ ଅନେକ ଟ୍ରକ ଭଡ଼ାପାଇଁ ଅପେକ୍ଷା କରିଛନ୍ତି

वह यात्री या माल जो किसी वाहन से कहीं जाए और जिसके लिए भाड़ा देना पड़े।

सभी टैक्सी वाले भाड़ा लेकर गए हैं।
मंडी में कई ट्रक भाड़ा का इंतजार कर रहे हैं।
किराया, भाड़ा

ଅର୍ଥ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ

ଉଦାହରଣ : ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?

ସମକକ୍ଷ : ପରିବହନ ଭଡ଼ା, ଯାତ୍ରା, ଶୁଳ୍କ

किसी सवारी पर चढ़ने के लिए दिया जाने वाला कुछ निश्चित धन।

यहाँ से दिल्ली का किराया कितना है?
किराया, परिवहन भाड़ा, भाड़ा, यात्रा भाड़ा, यात्रा शुल्क

The sum charged for riding in a public conveyance.

fare, transportation