ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାତ୍ରା   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା

ସମକକ୍ଷ : ବୁଲିବା, ଭ୍ରମଣ

एक स्थान से दूसरे दूरवर्ती स्थान तक जाने की क्रिया।

वह यात्रा पर है।
उसकी यात्रा सफल रही।
जात्रा, प्रयाण, प्रवास, भ्रमण, यात्रा, सफर, सफ़र, सैयाही

The act of traveling from one place to another.

journey, journeying

ଅର୍ଥ : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା

ଉଦାହରଣ : ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା

ସମକକ୍ଷ : ଭ୍ରମଣ

यात्रा काल में तय की जाने वाली दूरी।

उन्हें पचास मील लंबा सफ़र तय करना पड़ा।
सफर, सफ़र

Size of the gap between two places.

The distance from New York to Chicago.
He determined the length of the shortest line segment joining the two points.
distance, length

ଅର୍ଥ : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା

ଉଦାହରଣ : ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି

ସମକକ୍ଷ : ଅଭିଯାନ

कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।

सरकार ने लोगों को साक्षर करने के लिए साक्षरता अभियान चलाया है।
अभियान

A journey organized for a particular purpose.

expedition

ଅର୍ଥ : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା

ଉଦାହରଣ : ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି

ସମକକ୍ଷ : ଭ୍ରମଣ

किसी विशेष स्थान या क्षेत्र का किसी विशेष कारण से की जानेवाली यात्रा।

हमारी कक्षा के छात्र टूर पर जा रहे हैं।
टूर, यात्रा

A journey or route all the way around a particular place or area.

They took an extended tour of Europe.
We took a quick circuit of the park.
A ten-day coach circuit of the island.
circuit, tour

ଅର୍ଥ : ଭଲ ଓ ମନ୍ଦ ବା ସୌଭାଗ୍ୟ ଓ ଦୁର୍ଭାଗ୍ୟର ଦିନଗୁଡିକର ଚାଲୁଥିବା ଚକ୍ର

ଉଦାହରଣ : ଜୀବନର ଚକ୍ରଯାତ୍ରାରେ ସେମାନେ ସର୍ବଦା ସନ୍ତୁଳିତ ଥିଲେ

अच्छे और बुरे अथवा सौभाग्य और दुर्भाग्य के दिनों का चलता रहनेवाला चक्र।

ज़िदंगी के दौर में वे हमेशा संतुलित रहे।
दौर

A periodically repeated sequence of events.

A cycle of reprisal and retaliation.
cycle

ଅର୍ଥ : ଯୁଦ୍ଧପାଇଁ ପ୍ରସ୍ଥାନ କରିବା କ୍ରିୟା

ଉଦାହରଣ : ରାମଙ୍କର ସେନା ଲଙ୍କାଆଡ଼କୁ ପ୍ରସ୍ଥାନ କଲେ

ସମକକ୍ଷ : ଗମନ, ପ୍ରସ୍ଥାନ, ଯୁଦ୍ଧ ଯାତ୍ରା

युद्ध के लिए प्रस्थान करने की क्रिया।

राम की सेना ने लंका की ओर प्रयाण किया।
प्रयाण

The act of invading. The act of an army that invades for conquest or plunder.

invasion

ଅର୍ଥ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ

ଉଦାହରଣ : ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?

ସମକକ୍ଷ : ପରିବହନ ଭଡ଼ା, ଭଡା, ଶୁଳ୍କ

किसी सवारी पर चढ़ने के लिए दिया जाने वाला कुछ निश्चित धन।

यहाँ से दिल्ली का किराया कितना है?
किराया, परिवहन भाड़ा, भाड़ा, यात्रा भाड़ा, यात्रा शुल्क

The sum charged for riding in a public conveyance.

fare, transportation