ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବହନ ଭଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବହନ ଭଡ଼ା   ବିଶେଷ୍ୟ

ଅର୍ଥ : ବୋହିବା ମଜୁରି

ଉଦାହରଣ : ସେ ଗୋଟିଏ ଟ୍ରକ୍‌ ଭୁସିର ବୁହାଣ ମଜୁରି ଏକ ହଜାର ଟଙ୍କା ନେଲା

ସମକକ୍ଷ : ଖଲାସୀ ମଜୁରି, ବୁହାଣ ମଜୁରି, ବୁହାଣ ମୂଲ, ବୋହିବା ମଜୁରି, ବୋହିବା ମୂଲ

ढुलवाने की मज़दूरी।

उसने एक ट्रक भूसे की ढुलवाई एक हजार रुपए लिए।
ढुलवाई, ढोवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ

ଉଦାହରଣ : ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?

ସମକକ୍ଷ : ଭଡା, ଯାତ୍ରା, ଶୁଳ୍କ

किसी सवारी पर चढ़ने के लिए दिया जाने वाला कुछ निश्चित धन।

यहाँ से दिल्ली का किराया कितना है?
किराया, परिवहन भाड़ा, भाड़ा, यात्रा भाड़ा, यात्रा शुल्क

The sum charged for riding in a public conveyance.

fare, transportation