ଅର୍ଥ : ଯେ ବର୍ତମାନ କିମ୍ବା କିଛି ସମୟ ପୂର୍ବରୁ ଜନ୍ମ ନେଇଛି
ଉଦାହରଣ :
ଆଜିକାଲି ଡାକ୍ତରଖାନାରେ ପିଲାଚୋରି ସାଧାରଣ କଥା ହୋଇଗଲାଣି
ସମକକ୍ଷ : କଅଁଳାଛୁଆ, ନବଜାତ ଶିଶୁ, ପିଲା
ଅର୍ଥ : ଗୋଟିଏ ବଡ଼ ଗଛ ଯାହାର କାଠ ବଡ଼କୋଠା ଏବଂ ସଜାସଜି ଜିନିଷ ତିଆରି କାମରେ ଆସେ
ଉଦାହରଣ :
ଶିଶୁ କାଠ ବହୁତ ମଜବୁତ୍ ହୋଇଥାଏ
ସମକକ୍ଷ : ଶିଂଶପା