ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ କୌଣସି ବଂଶରେ ଜନ୍ମ ହୋଇଛି
ଉଦାହରଣ : ଆମେ ମନୁଙ୍କ ବଂଶଧର
ସମକକ୍ଷ : ବଂଶଜ, ବଂଶଧର
किसी के वंश में उत्पन्न।
All of the offspring of a given progenitor.
ଅର୍ଥ : କୋଣସି ଜୀବଜନ୍ତୁର ସନ୍ତାନ
ଉଦାହରଣ : ପଶୁମାନଙ୍କ ଅପେକ୍ଷା ମନୁଷ୍ୟର ଶିଶୁ ନିଜ ବାପାମାଙ୍କ ଉପରେ ବହୁଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ରହେ କୁତ୍ତି ତା ଛୁଆକୁ ଦୁଧ ପିଆଉଛି
ସମକକ୍ଷ : ଛୁଆ, ପିଲା, ଶିଶୁ
किसी भी जीव-जन्तु की संतान।
Any immature animal.
ଅର୍ଥ : କାହାର ପୁଅ ବା ଝିଅ
ଉଦାହରଣ : ସବୁ ସନ୍ତାନଙ୍କର କର୍ତ୍ତବ୍ୟ ହେଉଛି ନିଜ ପିତା-ମାତାଙ୍କ ସେବା କରିବା ଆପଣଙ୍କର କେତେ ଜଣ ପୁଅ-ଝିଅ ଅଛନ୍ତି?
ସମକକ୍ଷ : ପୁଅ-ଝିଅ, ସନ୍ତାନ ସନ୍ତତି
किसी का पुत्र या पुत्री।
The immediate descendants of a person.
ସଂସ୍ଥାପନ କରନ୍ତୁ