ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜନ୍ମରୁ ବର୍ଷେ କିମ୍ବା ଦୁଇବର୍ଷର ପିଲା
ଉଦାହରଣ : ମାଁ ଛୁଆକୁ କ୍ଷୀର ପିଆଉଛନ୍ତି
ସମକକ୍ଷ : ପିଲା, ଶିଶୁ
जन्म से एक दो साल तक का बच्चा।
A very young child (birth to 1 year) who has not yet begun to walk or talk.
ଅର୍ଥ : କୋଣସି ଜୀବଜନ୍ତୁର ସନ୍ତାନ
ଉଦାହରଣ : ପଶୁମାନଙ୍କ ଅପେକ୍ଷା ମନୁଷ୍ୟର ଶିଶୁ ନିଜ ବାପାମାଙ୍କ ଉପରେ ବହୁଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ରହେ କୁତ୍ତି ତା ଛୁଆକୁ ଦୁଧ ପିଆଉଛି
ସମକକ୍ଷ : ପିଲା, ଶିଶୁ, ସନ୍ତାନ
किसी भी जीव-जन्तु की संतान।
Any immature animal.
ଅର୍ଥ : କମ ବୟସର ବାଳକ ବା ବାଳିକା
ଉଦାହରଣ : ସେ ପିଲାମାନଙ୍କପାଇଁ ବି କାହାଣୀ ଲେଖେ ଏହି ଫିଲ୍ମ ପିଲାମାନଙ୍କୁ ଭାରି ଭଲ ଲାଗୁଛି
कम उम्र की लड़की या लड़का।
A young person of either sex.
ସଂସ୍ଥାପନ କରନ୍ତୁ