Meaning : A young person of either sex.
Example :
She writes books for children.
They're just kids.
`tiddler' is a British term for youngster.
Synonyms :
child, fry, kid, minor, nestling, nipper, small fry, tiddler, tike, tyke, youngster
କମ ବୟସର ବାଳକ ବା ବାଳିକା
ସେ ପିଲାମାନଙ୍କପାଇଁ ବି କାହାଣୀ ଲେଖେ ଏହି ଫିଲ୍ମ ପିଲାମାନଙ୍କୁ ଭାରି ଭଲ ଲାଗୁଛି
ଛୁଆ,
ପିଲା,
ଶିଶୁ
ଯେ ସାବାଳକ ନ ହୋଇଛି
ନାବାଳକର ଭୋଟ ଦେବାର ଅଧିକାର ନାହିଁ
ଅପ୍ରାପ୍ତବୟସ୍କ,
ନାବାଳକ