ଅର୍ଥ : ଏକରେ ସତରଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା
ଉଦାହରଣ :
ଏକ ଶଙ୍ଖ ଶହେ ପଦ୍ମ ସହିତ ସମାନ
ଅର୍ଥ : ଖୁବ ପବିତ୍ର ବିଚାର କରାଯାଉଥିବା ଏବଂ ଧାର୍ମିକ କାର୍ଯ୍ୟ ବା ଦେବତାମାନଙ୍କ ଆଗରେ ବଜାଯାଉଥିବା ଏକପ୍ରକାର ବଡ଼ ଗେଣ୍ଡାର ଅସ୍ଥି
ଉଦାହରଣ :
ପଣ୍ଡିତ ସତ୍ୟନାରାୟଣ କଥା ଚାଲିଥିଲାବେଳେ ଶଙ୍ଖ ବଜାଉଥିଲେ
ଅର୍ଥ : ଛପ୍ପୟ ଛନ୍ଦରେ ଥିବା ଏକସ୍ତରୀଟି ଭେଦରୁ ଗୋଟିଏ
ଉଦାହରଣ :
ଶଂଖରେ ଏକ ଶହ ବାଉନଟି ମାତ୍ରା ବା ଏକ ଶହ ଅଣଚାଶଟି ବର୍ଣ୍ଣ ଥାଏ
ସମକକ୍ଷ : ଶଂଖ
ଅର୍ଥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ଅଷ୍ଟାଦଶ ସ୍ଥାନରେ ଯେଉଁଠି ଶଙ୍ଖରେ ଗୁଣିତ ହେବା ବୋଧ ହୁଏ
ଉଦାହରଣ :
ନଅ ଶଙ୍ଖ ଆଠରେ ଶଙ୍ଖସ୍ଥାନରେ ନଅ ଅଛି