ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଲିଆ   ବିଶେଷ୍ୟ

ଅର୍ଥ : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ

ଉଦାହରଣ : ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ

ସମକକ୍ଷ : ପୋଲ, ଶଙ୍ଖ

वह बहुत छोटा पुल जो प्रायः छोटे नालों को पार करने के लिए सड़कों पर बनाया जाता है।

विद्यालय जाते समय बच्चों को पुलिया पार करके जाना पड़ता है।
छोटा पुल, पुलिया