ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମ୍ବୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମ୍ବୁଜ   ବିଶେଷ୍ୟ

ଅର୍ଥ : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ

ଉଦାହରଣ : ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି

ସମକକ୍ଷ : ଇନ୍ଦୀବର, କମଳ, ନଳୀନ, ନୀରଜ, ପଙ୍କଜ, ପଦ୍ମ, ବାରୀଜ, ଶତଦଳ

Annual or perennial herbs or subshrubs.

genus lotus, lotus

ଅର୍ଥ : ଜଳରୁ ଉତ୍ପନ୍ନ ବସ୍ତୁ

ଉଦାହରଣ : ଶଙ୍ଖ, କମଳ ଆଦି ଅମ୍ବୁଜ

ସମକକ୍ଷ : ଅଂବୁଜ, ଜଳଜାତ

जल में उत्पन्न वस्तु।

शंख, कमल आदि अंबुज हैं।
अंबुज, अम्बुज

ଅର୍ଥ : ଜଳରୁ ଉତ୍ପନ୍ନ ହେଉଥିବା ବସ୍ତୁ

ଉଦାହରଣ : ଶଙ୍ଖ,କମଳ ଆଦି ଜଳଜ

ସମକକ୍ଷ : ଜଳଜ, ନୀରଜ

जल से उत्पन्न होने वाली वस्तु।

शंख, कमल आदि अब्ज हैं।
अब्ज, जलज

ଅର୍ଥ : ଏକ ପ୍ରକାରର ବଡ଼ ଗେଣ୍ଡା ଯାହାର କୋଷକୁ ପବିତ୍ର ବିବେଚନା କରାଯାଏ ଏବଂ ଦେବତା ଆଗରେ ବଜାଯାଏ

ଉଦାହରଣ : ଶଂଖ ଏକ ଜଳଜନ୍ତୁ

ସମକକ୍ଷ : କମ୍ବୁ, ଶଂଖ, ଶଙ୍ଖ

एक प्रकार का बड़ा घोंघा जिसका कोष पवित्र माना जाता है और देवताओं के आगे बजाया जाता है।

शंख एक जलीय जन्तु है।
अंबुज, अंभोज, अम्बुज, अम्भोज, अर्णभव, कंबु, कंबुक, कम्बु, कम्बुक, चंद्रबंधु, चन्द्रबन्धु, दैवारिप, पूत, शंख, शंबुक, शंबूक, शङ्ख, शम्बुक, शम्बूक, संबुक, सम्बुक, सिंधुज, सिंधुपुष्प, सिन्धुज, सिन्धुपुष्प, सूचिकामुख

Any of various edible tropical marine gastropods of the genus Strombus having a brightly-colored spiral shell with large outer lip.

conch