ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଲ   ବିଶେଷ୍ୟ

ଅର୍ଥ : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା

ଉଦାହରଣ : ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି

ସମକକ୍ଷ : ବନ୍ଧ, ସେତୁ

नदियों आदि के ऊपर,उन्हें पार करने के लिए नावें पाटकर,मोटे रस्से बाँधकर या खम्भों पर पटरियाँ आदि बिछाकर बनाया हुआ रास्ता और उससे संबंध रखने वाली सारी रचना।

नदियों पर जगह-जगह पुल बनाए जा रहे हैं।
पुल, लंघनक, लङ्घनक, सेत, सेतु

A structure that allows people or vehicles to cross an obstacle such as a river or canal or railway etc..

bridge, span

ଅର୍ଥ : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ

ଉଦାହରଣ : ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ

ସମକକ୍ଷ : ପୋଲିଆ, ଶଙ୍ଖ

वह बहुत छोटा पुल जो प्रायः छोटे नालों को पार करने के लिए सड़कों पर बनाया जाता है।

विद्यालय जाते समय बच्चों को पुलिया पार करके जाना पड़ता है।
छोटा पुल, पुलिया