ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେପନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେପନ କରିବା   କ୍ରିୟାପଦ

ଅର୍ଥ : କିଛି ତରଳ ପଦାର୍ଥକୁ କୌଣସି ବସ୍ତୁ ଉପରେ ଏପରି ଲଗାଇବା ଯାହା ତା ଉପରେ ଲାଗିରହିବ

ଉଦାହରଣ : ଦିପାବଳୀ ସମୟରେ ଘରକୁ ରଙ୍ଗରେ ଲିପାଯାଇଥାଏ

ସମକକ୍ଷ : ବୋଳିବା, ଲିପିବା

कोई घोल किसी वस्तु पर इस प्रकार लगाना कि वह उस पर बैठ या जम जाए।

दिवाली के समय घर को रंगों आदि से पोतते हैं।
पोतना

Cover (a surface) by smearing (a substance) over it.

Smear the wall with paint.
Daub the ceiling with plaster.
daub, smear

ଅର୍ଥ : କୌଣସି ଆର୍ଦ୍ର ପଦାର୍ଥର ପତଳା ଲେପ ଦେବା

ଉଦାହରଣ : ଖଳାଟି ଗୋବରରେ ଲିପା ଯାଇଛି

ସମକକ୍ଷ : ଲିପିବା, ଲେପିବା

किसी गीली वस्तु का पतला लेप चढ़ना।

खलिहान गोबर से लिप गया।
आलेपित होना, लिपना

Apply to a surface.

She applied paint to the back of the house.
Put on make-up!.
apply, put on

ଅର୍ଥ : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ

ଉଦାହରଣ : ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ

ସମକକ୍ଷ : ଲଗେଇବା

किसी एक वस्तु की सतह पर दूसरी वस्तु का फैलना।

हिन्दुओं में विवाह के अवसर पर दुल्हा, दुल्हन के शरीर पर हल्दी चढ़ती है।
चढ़ना, लगना, लेप लगना