ଅର୍ଥ : ଉପଯୋଗ ବା କାମରେ ଲଗେଇବା
ଉଦାହରଣ :
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
ସମକକ୍ଷ : ଖର୍ଚ୍ଚ କରିବା, ବ୍ୟୟ କରିବା
ଅର୍ଥ : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
ଉଦାହରଣ :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
ସମକକ୍ଷ : ସିଲାଇକରିବା
ଅର୍ଥ : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
ଉଦାହରଣ :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
ସମକକ୍ଷ : ଲେପନ କରିବା