ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିପିବା   କ୍ରିୟାପଦ

ଅର୍ଥ : ଓଦା ବସ୍ତୁର ପତଳା ଲେପ ଚଢ଼ାଇବା

ଉଦାହରଣ : ସେ ଗୋବରରେ ଘର ଲିପୁଛି

ସମକକ୍ଷ : ପ୍ରଲେପ ଦେବା

गीली वस्तु का पतला लेप चढ़ाना।

वह गोबर से घर लीप रही है।
अनुलेपन करना, आलेप करना, आलेपित करना, नीपना, माँड़ना, लीपना, लेपना

Cover (a surface) by smearing (a substance) over it.

Smear the wall with paint.
Daub the ceiling with plaster.
daub, smear

ଅର୍ଥ : କିଛି ତରଳ ପଦାର୍ଥକୁ କୌଣସି ବସ୍ତୁ ଉପରେ ଏପରି ଲଗାଇବା ଯାହା ତା ଉପରେ ଲାଗିରହିବ

ଉଦାହରଣ : ଦିପାବଳୀ ସମୟରେ ଘରକୁ ରଙ୍ଗରେ ଲିପାଯାଇଥାଏ

ସମକକ୍ଷ : ବୋଳିବା, ଲେପନ କରିବା

कोई घोल किसी वस्तु पर इस प्रकार लगाना कि वह उस पर बैठ या जम जाए।

दिवाली के समय घर को रंगों आदि से पोतते हैं।
पोतना

Cover (a surface) by smearing (a substance) over it.

Smear the wall with paint.
Daub the ceiling with plaster.
daub, smear

ଅର୍ଥ : କୌଣସି ଆର୍ଦ୍ର ପଦାର୍ଥର ପତଳା ଲେପ ଦେବା

ଉଦାହରଣ : ଖଳାଟି ଗୋବରରେ ଲିପା ଯାଇଛି

ସମକକ୍ଷ : ଲେପନ କରିବା, ଲେପିବା

किसी गीली वस्तु का पतला लेप चढ़ना।

खलिहान गोबर से लिप गया।
आलेपित होना, लिपना

Apply to a surface.

She applied paint to the back of the house.
Put on make-up!.
apply, put on