ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇଦ ଦିନ ମଙ୍ଗଳସୂଚକ ରୂପେ ଲେଖାଯାଉଥିବା ଲେଖା ଆଦି
ଉଦାହରଣ : ସେ ତା ସାଙ୍ଗକୁ ଏକ ଲେଖା ଶୁଣାଇଲା
ସମକକ୍ଷ : ଇଦୀ
ईद के दिन मंगल कामना के रूप में लिखी गई शेरो-शायरी आदि।
ଅର୍ଥ : ଲେଖିବାର ଢଙ୍ଗ
ଉଦାହରଣ : ସମସ୍ତଙ୍କ ଲେଖନଶୈଳୀ ଅଲଗା ଅଲଗା
ସମକକ୍ଷ : ଲେଖନଶୈଳୀ, ହାତଲେଖା
लिखने का ढंग या प्रकार।
A style of expressing yourself in writing.
ଅର୍ଥ : ଲେଖିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ପରୀକ୍ଷାରେ ଶୀଘ୍ର ଲେଖିବା ଆବଶ୍ୟକ
ସମକକ୍ଷ : ହାତଲେଖା
ଅର୍ଥ : ଆୟ ବ୍ୟୟ ଆଦିର ବିବରଣ
ଉଦାହରଣ : ବ୍ୟାଙ୍କବାଲା ସବୁ ମାସରେ ହିସାବ କରନ୍ତି
ସମକକ୍ଷ : ହିସାବ, ହିସାବ କିତାବ
आय-व्यय आदि का विवरण।
The procedure of calculating. Determining something by mathematical or logical methods.
ଅର୍ଥ : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ଉଦାହରଣ : ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ସମକକ୍ଷ : ଅନୁଚ୍ଛେଦ
किसी विषय पर गद्य के रूप में लिखकर प्रकट किए हुए विचार जो किसी प्रकाशन का स्वतंत्र हिस्सा होता है।
ଅର୍ଥ : ଲେଖାଯାଇଥିବା ଜିନିଷ
ଉଦାହରଣ : ତାଙ୍କର ସାହିତ୍ୟିକ ରଚନା ପଢ଼ିବାରେ ରୁଚି ଅଛି
ସମକକ୍ଷ : ରଚନା
लिखी हुई वस्तु।
ସଂସ୍ଥାପନ କରନ୍ତୁ