ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଦୀ   ବିଶେଷ୍ୟ

ଅର୍ଥ : ଇଦ ଦିନ ମଙ୍ଗଳସୂଚକ ରୂପେ ଲେଖାଯାଉଥିବା ଲେଖା ଆଦି

ଉଦାହରଣ : ସେ ତା ସାଙ୍ଗକୁ ଏକ ଲେଖା ଶୁଣାଇଲା

ସମକକ୍ଷ : ଲେଖା

ईद के दिन मंगल कामना के रूप में लिखी गई शेरो-शायरी आदि।

उसने अपने दोस्त को एक ईदी सुनाई।
ईदी

ଅର୍ଥ : ଯେଉଁ ଉପହାର, ପୁରସ୍କାର ଆଦି ଇଦ ଅବସରରେ କାହାକୁ ଦିଆଯାଏ

ଉଦାହରଣ : ରହୀମର ଚାକର ଇଦ ଇନାମି ପାଇ ବହୁତ ଖୁସି

ସମକକ୍ଷ : ଇଦ ଇନାମି

वह उपहार, पुरस्कार आदि जो ईद के अवसर पर किसी को दिया जाता है।

रहीम का नौकर ईदी पाकर बहुत खुश था।
ईदी

Something presented as a gift.

His tie was a present from his wife.
present

ଅର୍ଥ : ଇଦ୍‌ ଅବସରରେ ଲେଖି ଦିଆଯାଉଥିବା ମଙ୍ଗଳ-କାମନା ଯୁକ୍ତ କବିତା

ଉଦାହରଣ : ଇଦୀ ପଢି ତରନ୍ନୁମ ବହୁତ ଖୁସି ହେଲା