ଅର୍ଥ : କୌଣସି ସାହିତ୍ୟିକ ପୁସ୍ତକ, ଆଲୋଚନାଆଦିର ପ୍ରକରଣ ଅନ୍ତର୍ଗତ ଏକ ବିଶିଷ୍ଟ ବିଭାଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ବା ଏହାର କୌଣସି ଅଙ୍ଗର ଆଲୋଚନା ହୋଇଥାଏ
ଉଦାହରଣ :
ଏହି ଅନୁଚ୍ଛେଦରେ ଭଗବାନ ରାମଙ୍କ ଜନ୍ମର ଅଦ୍ଭୁତ ବର୍ଣ୍ଣନା କରାଯାଇଛି
ସମକକ୍ଷ : ପାରାଗ୍ରାଫ୍
ଅର୍ଥ : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ଉଦାହରଣ :
ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ସମକକ୍ଷ : ଲେଖା