ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରୁକ୍ଷ ହେବାର ଅବସ୍ଥା ବା ଭାବ
ଉଦାହରଣ : ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
ସମକକ୍ଷ : ଉଗ୍ରତା, କଠୋରତା, କର୍କଶତା
सर्प का विष।
Venom secreted by certain snakes.
ଅର୍ଥ : ଅହଂକାର ଓ ଉଦ୍ଧତ ଭାବ
ଉଦାହରଣ : ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
ସମକକ୍ଷ : ଅହଂକାର, ଉଦ୍ଧତାମି, ଔଦ୍ଧତ୍ୟ, ଗର୍ବ, ଫୁଟାଣି
हेकड़ या अक्खड़ होने का भाव।
Overbearing pride evidenced by a superior manner toward inferiors.
ଅର୍ଥ : ଅସମତଳ ହେବାର ଅବସ୍ଥା
ଉଦାହରଣ : ଯୌବନଜାତ ବ୍ରଣ କାରଣରୁ ମୁହଁରେ ରୁକ୍ଷତା ଦେଖାଦେଇଛି
ସମକକ୍ଷ : ଅସମତଳତା, ବନ୍ଧୁରତା
खुरदुरा होने की अवस्था या भाव।
A texture of a surface or edge that is not smooth but is irregular and uneven.
ଅର୍ଥ : କୌଣସି କାମ ବା କଥାରେ ସମ୍ବନ୍ଧାନ୍ବିତ ମନୁଷ୍ୟର ସେହି ମନୋଗତ ଭାବ ଯାହା ତାକୁ କିଛି କରିବା ବା ନକରିବା ନିମନ୍ତେ ପ୍ରବୃତ୍ତ କରିଥାଏ
ଉଦାହରଣ : ଚୀନର ରୁକ୍ଷତା ଅନୁସାରେ ଭାରତ ଏହାର ଜବାବ୍ ଦେଲା
किसी काम या बात के संबंध में मनुष्य का वह मनोगत भाव जो उसे कुछ करने या न करने के लिए प्रवृत्त करता है।
A complex mental state involving beliefs and feelings and values and dispositions to act in certain ways.
ଉଦାହରଣ : ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
ସମକକ୍ଷ : କଠୋରତା, କର୍କଶତା
रूखा होने की अवस्था या भाव।
Objectivity and detachment.
ସଂସ୍ଥାପନ କରନ୍ତୁ