ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅହଂକାର ଓ ଉଦ୍ଧତ ଭାବ
ଉଦାହରଣ : ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
ସମକକ୍ଷ : ଅହଂକାର, ଉଦ୍ଧତାମି, ଔଦ୍ଧତ୍ୟ, ଗର୍ବ, ରୁକ୍ଷତା
हेकड़ या अक्खड़ होने का भाव।
Overbearing pride evidenced by a superior manner toward inferiors.
ଅର୍ଥ : ଫୁଟାଣି ମାରିବାର ଭାବ
ଉଦାହରଣ : ତାହାର ଫୁଟାଣି ମୋତେ ଟିକିଏ ବି ଭଲ ଲାଗେନାହିଁ
इठलाने का भाव।
ଅର୍ଥ : ବେଶୀ ବଢ଼େଇ-ଚଢ଼େଇ କଥା କହିବାର ପ୍ରକ୍ରିୟା
ଉଦାହରଣ : ସେ ସବୁବେଳେ ଫୁଟାଣି ମାରୁଛି
बहुत बढ़-बढ़कर बातें करने की क्रिया।
An instance of boastful talk.
ଅର୍ଥ : ନିଜ ସପକ୍ଷରେ ବଢ଼େଇତଢ଼େଇ କହିବା ପ୍ରକ୍ରିୟା
ଉଦାହରଣ : ଅହଂବାଦରୁ ଦୂରେଇ ରୁହ
ସମକକ୍ଷ : ଅହଂବାଦ, ବଡ଼େଇ
स्वयं के बारे में बढ़ा-चढ़ाकर बोलने की क्रिया।
Speaking of yourself in superlatives.
ସଂସ୍ଥାପନ କରନ୍ତୁ