ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହଂକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହଂକାର   ବିଶେଷ୍ୟ

ଅର୍ଥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା

ଉଦାହରଣ : ସେ ଦିନସାରା ନିଜର ବଡ଼ାଇ ଗପୁଥାଏ

ସମକକ୍ଷ : ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା, ବଡ଼େଇ

शेखी से बहुत बढ़कर कही जाने वाली बात।

उनकी लंबी-लंबी डींगों से सभी परेशान रहते हैं।
अतिवाद, गप, गल्प, डींग

Speaking of yourself in superlatives.

boast, boasting, jactitation, self-praise

ଅର୍ଥ : ଅହଂକାର ଓ ଉଦ୍ଧତ ଭାବ

ଉଦାହରଣ : ଶ୍ୟାମର ପିତା ପୁଲିସ୍‌ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍‌ ବେଶୀ

ସମକକ୍ଷ : ଉଦ୍ଧତାମି, ଔଦ୍ଧତ୍ୟ, ଗର୍ବ, ଫୁଟାଣି, ରୁକ୍ଷତା

हेकड़ या अक्खड़ होने का भाव।

श्याम के पिता पुलिस में हैं इसलिए वह हेकड़ी दिखाता है।
उद्धतता, हेकड़पन, हेकड़पना, हेकड़ी, हेकड़ीपन, हेकड़ीपना, हेकड़ीबाज़ी, हेकड़ीबाजी, हैकड़ी, हैकड़ीबाज़ी, हैकड़ीबाजी

Overbearing pride evidenced by a superior manner toward inferiors.

arrogance, haughtiness, hauteur, high-handedness, lordliness

ଅର୍ଥ : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ

ସମକକ୍ଷ : ଗର୍ବ, ଦମ୍ଭ, ଦମ୍ଭପୂର୍ଣ୍ଣତା, ଦର୍ପ, ଦର୍ପପୂର୍ଣ୍ଣତା

दर्प या दंभ से भरे होने की अवस्था या भाव।

आपकी दर्पिता के कारण मज़दूर काम छोड़कर चले गये।
दंभपूर्णता, दंभिता, दर्पपूर्णता, दर्पिता

Overbearing pride evidenced by a superior manner toward inferiors.

arrogance, haughtiness, hauteur, high-handedness, lordliness

ଅର୍ଥ : ନିଜର ଗୁଣ ଓ ବିଶେଷତାକୁ ନେଇ ଭାବନା ଯାହା ବାସ୍ତବରେ ନିଜଠାରେ ନଥିବ ଅଥବା ଅଳ୍ପ ଥିବ କିମ୍ବା ନିଜର ଯୋଗ୍ୟତା ସମ୍ବନ୍ଧରେ ଆବଶ୍ୟକତା ଠରୁ ଯାହା ଅଧିକ ଅତିରଞ୍ଜିତ ହୋଇଥିବ

ଉଦାହରଣ : ଅହଂକାର ମଧ୍ୟ ଗୋଟିଏ ଦୋଷ

अपनी योग्यता के संबंध में आवश्यकता से अधिक होनेवाला भान।

अवलेप भी एक दोष है।
अवलेप

ଅର୍ଥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ

ଉଦାହରଣ : ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !

ସମକକ୍ଷ : ଅହଂଭାବ, ଅହମିକା, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ

An inflated feeling of pride in your superiority to others.

ego, egotism, self-importance