ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରୁକ୍ଷ ହେବାର ଅବସ୍ଥା ବା ଭାବ
ଉଦାହରଣ : ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
ସମକକ୍ଷ : କଠୋରତା, କର୍କଶତା, ରୁକ୍ଷତା
सर्प का विष।
Venom secreted by certain snakes.
ଅର୍ଥ : ଗତି ବଢ଼ିବାର ଅବସ୍ଥା
ଉଦାହରଣ : ପବନ ବହୁତ ବେଗରେ ବହୁଅଛି
ସମକକ୍ଷ : ଜୋର, ତୀବ୍ରତା, ପ୍ରଚଣ୍ଡତା, ପ୍ରବଳତା, ବେଗ
तेज़ होने की अवस्था।
High level or degree. The property of being intense.
ଅର୍ଥ : ଭୀଷଣ ବା ଭୟାନକ ହେବାର ଅବସ୍ଥା
ଉଦାହରଣ : ଗ୍ରାମବାସୀ ପ୍ଲେଗର ବିଭୀଷିକାରେ ଡରିଯାଇଥିଲେ
ସମକକ୍ଷ : ବିଭୀଷିକା, ଭୀଷଣତା, ଭୟଙ୍କରତା, ଭୟାନକତା
भीषण या भयानक होने की अवस्था या भाव।
A quality of extreme unpleasantness.
ଅର୍ଥ : ସାହିତ୍ୟର ସେହି ସଞ୍ଚାରୀ ଭାବ ଯେଉଁଥିରେ କ୍ରୋଧ ଆଦି କାରଣରୁ ମନରେ ଦୟା, ସ୍ନେହ ଆଦି କୋମଳ ଭାବନାଗୁଡିକ ପୂରାପୂରି ଦବି ଯାଏ
ଉଦାହରଣ : ଏହି ପଦଗୁଡିକରେ ଉଗ୍ରତାର ସ୍ପଷ୍ଟ ଝଲକ ମିଳେ
साहित्य में वह संचारी भाव जिसमें क्रोध आदि के कारण मन में दया, स्नेह आदि कोमल भावनाएँ एकदम दब जाती हैं।
ସଂସ୍ଥାପନ କରନ୍ତୁ
अमेजन से खरीदेँ